#ବଡ଼_ବାବୁଙ୍କ_ହାତରେ_ସୁନା_ବିସ୍କୁଟ
#ବର୍ଷକୁ_୨ରୁ_୩_ଥର_ସୁନା_ବିସ୍କୁଟ_ଆସିବା_ଥୟ
ସେ ଜିଲ୍ଲାର ବଡ଼ ବାବୁ ହୁଅନ୍ତୁ କି ସଚିବାଳୟର ବଡ଼ ସାର୍ ହୁଅନ୍ତୁ । ବର୍ଷକୁ ୨ରୁ ୩ ଥର ସୁନା ବିସ୍କୁଟ ଆସିବା ଥୟ । ଏ ସୁନା ବିସ୍କୁଟ ଦେଉଛନ୍ତି କିଛି ଘରୋଇ ବ୍ୟାଙ୍କର ପରିଚାଳକ ବା ମୁଖିଆମାନେ । ସୁନା ବିସ୍କୁଟ ସହ ବିଦେଶ ଭ୍ରମଣ ବି କରାଉଛନ୍ତି । ମଉଜ ମଜଲିସ ଓ ଉପହାର ଲକ୍ଷରେ ଏହି ବଡ଼ ବାବୁ ମାନେ ସରକାରଙ୍କ ଶହ ଶହ କୋଟି ଟଙ୍କା ଘରୋଇ ବ୍ୟାଙ୍କରେ ରଖି ସେମାନଙ୍କୁ ମୁନାଫା ଦେଉଛନ୍ତି । ଏଥିପାଇଁ କିଛି ସାର ତ ସରକାରୀ ନିର୍ଦ୍ଦେଶନାମାକୁ ଗିଳି ଦେଉଛନ୍ତି । ଦେଖନ୍ତୁ ଏହି ରିପୋର୍ଟ...
#thequiver #updatenews #chiefsecretaryodisha #GovtOfficers #goldenbiscute #odishanews Naveen Patnaik #bhubaneswar

Get Touch With Us!

Subscribe "TheQuiverNews" in YouTube! https://bit.ly/3t9rR5R
Like us in Facebook: https://www.facebook.com/thequivernews
Follow us in Instagram: https://www.instagram.com/thequivernews/
Follow us in Twitter: https://twitter.com/thequivernews
Visit our website: https://thequiver.in/